Click here to create your own post as below

Sample Design

|| ଜାତିର ସଂହତି ଉପାଦାନ କ’ଣ || ଆଜି ଯଦି ଆମେ ଇଷ୍ଟ ଓ କୃଷ୍ଟିର ଭିତ୍ତି ଉପରେ ଗୁଚ୍ଛ ବାନ୍ଧି ଉଠିପାରୁ—କ’ଣ ଯେ କରି ପାରିବୁ ତାର ଠିକଣା ନାହିଁ | ଆମର ରକ୍ତରେ ସବୁକିଛି ରହି ଯାଇଛି—ଦରକାର ତାର ଉପଯୁକ୍ତ ପୋଷଣ | ଅନୁଲୋମ ଅସବର୍ଣ୍ଣ ବିବାହ ଓ ଏକାଦର୍ଶ ଗ୍ରହଣ—ଏହି ଦୁଇଟି ହେଲା ସମାଜର cementing factor (ସଂହତିର ଉପାଦାନ) |ପୁଣି ତାହା ଜଗାଇବାକୁ ହେବ | ଆମ୍ଭମାନଙ୍କର କି ଯେ ଭୂଲ—ଜଣକର ନିନ୍ଦା କରି ଆଉଜଣକର ପ୍ରତିଷ୍ଠା କରିବାକୁ ଯାଉ, ତେଣୁ ଜାତିଟାdisintegrated into lumps (ଖଣ୍ଡ ଖଣ୍ଡ ବିଚ୍ଛିନ୍ନ) ହୋଇ ଯାଇଛି |.... ବଙ୍ଗାଳୀ ଜାତି ମଧ୍ୟରେ ଖାଁଟି Aryan (ଆର୍ଯ୍ୟ) ଅଛନ୍ତି, ଅନ୍ୟଦିଗରେ ଯେତେବେଳେ ଅତ୍ୟାଚାର ଆରମ୍ଭ ହୋଇଥିଲା ସେତେବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଏ ଦିଗକୁ ଆସିବାକୁ ପଡ଼ିଥିଲା | ଏମାନଙ୍କର ରକ୍ତ, ଏମାନଙ୍କର ପ୍ରାଣ ଯେ-ସେ କଥା ନୁହେଁ | ଆମେ ଜାଣିନାହୁଁ ଆମ୍ଭମାନଙ୍କର ନିଜର କ’ଣ ଥିଲା .... | ଏକତ୍ର ହୋଇ ଉଠିଲେ ଏ ଜାତି ସହିତ ପାରିବା ମୁସକିଲ |